This browser does not support the video element.
ଲାଞ୍ଜିଗଡ: ଜୟପାଟଣା ବ୍ଲକ ଭଇଁରୀପାଲି ଗୋପାଳପୁର ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ
Lanjigarh, Kalahandi | Aug 28, 2025
ଗୁରୁବାର ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥୀ. ଆଜି ସମଗ୍ର ପଶ୍ଚିମ ଓଡିଶା ନୁଆଁଖାଇ ପାଇଁ ଉତ୍ସବ ମୁଖର . ସମସ୍ତ ପରିବାରରେ ଖୁସିର ବାତାବାରଣ ସୃଷ୍ଟି ହେଇଛି।ସମସ୍ତେ ନୁଆଁ ଲୁଗା ପରିଧାନ କରି ନୁଆଁ ଖାଉଛନ୍ତି । ନିଜ ନିଜ ଈଷ୍ଟ ଦେବା ଦେବୀ ଏବଂ ପିତୃ ପୁରୁଷଙ୍କୁ ନୁଆଁ ଭୋଗ ଅର୍ପଣ କରିବା ପରେ ପରିବାର ସହ ନୁଆଁ ଖାଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୂନସ୍ତ ଭଇଁରିପାଲି ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଠାରେ ପୁଞ୍ଜିପରିବାର ପକ୍ଷରୁ ଏକତ୍ର ନୂଆ ଖାଇବା ପରେ ଅପରାହ୍ନରେ ଜୁହାର ଭେଟ କାର୍ଯ୍ୟକ୍ରମରେ ସାମିଲ୍ ହେଇଥିଲେ।