This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲୋକସେବା ଭଵନରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଯାତ୍ରା କଳାକାର ବାପି ପଣ୍ଡା ଓ ନରି ପଣ୍ଡା
Bhubaneswar M Corp, Khordha | Apr 23, 2025
ଲୋକସେବା ଭଵନରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଯାତ୍ରା କଳାକାର ବାପି ପଣ୍ଡା ଓ ନରି ପଣ୍ଡା | ଆଜି 7.45ରେ ଲୋକସେବା ଭଵନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କଳାକାର ବାପି ପଣ୍ଡା ଓ ନରି ପଣ୍ଡା । ଲୋକସେବା ଭବନରେ ଭେଟିଲେ ଏହି ଦୁଇ କଳାକାରଙ୍କ ସହ ଯାତ୍ରା କଳାକାର ଓ କର୍ମଚାରୀ ସଂଘର କର୍ମକର୍ତ୍ତା । ନରି ପଣ୍ଡା ଓ ନାରାୟଣ ଧଳଙ୍କ ଉପରେ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କଲେ । ତଦନ୍ତରେ ଶିଥିଲତା ନେଇ ଆଲୋଚନା ମଧ୍ୟ କଲେ ।