This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ବୀର ବିର୍ସା ମୁଣ୍ଡା ମଇଦାନ ରେ ବିଜେପି ପକ୍ଷରୁ ବୈଠକ ଅନୁଷ୍ଠିତ
Sambalpur M, Sambalpur | Sep 11, 2025
ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଶ୍ରୀ Girish ପଟେଲ ଓ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍Aswini Majhi ଙ୍କ ନେତୃହଁତ୍ଵରେ ଆସନ୍ତା ୧୭,ସେପ୍ଟେମ୍ବର ରେ ଭାରତର ୟଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ Narendra Modi Ji ଙ୍କର ୭୫ତମ ବର୍ଷ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ଉପଲକ୍ଷେ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏ ନେଇ ଆଜି ଦିନ 12 ଟାରେ ଅଇଁଠାପାଲି ବୀର ବିର୍ସାମୁଣ୍ଡା ମଇଦାନର କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଜେପି ଜିଲ୍ଳା ସଭାପତି ଙ୍କ ସମେତ ପୂର୍ବତନ ମଣ୍ଡଳ ସଭାପତି, ବିଜେପିର ବରିଷ୍ଠ କାର୍ଯ୍ୟକର୍