This browser does not support the video element.
ବୌଦ୍ଧ ସଦର: ହରଭଙ୍ଗା ଥାନାର ଆଇଆଇସି ନଳିନୀ କାନ୍ତ ଦାସଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ
Baudh Sadar, Boudh (Bauda) | Sep 6, 2025
ଶନିବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ନଳିନୀ କାନ୍ତ ଦାସଙ୍କୁ ଥାନା ପରିସରରେ ବଦଳି କାଳିନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ସ୍ଥାନୀୟ ଜନ ସାଧାରଣ ଶ୍ରୀ ଦାସଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ | ପରେ ଏକ ବାଇକ ଶୋଭାଯାତ୍ରାରେ ଆଣି ଥାନା ଅଞ୍ଚଳ ପରିକ୍ରମା କରାଇ ବିଦାୟ ଦେଇଥିଲେ |