Download Now Banner

This browser does not support the video element.

ନୟାଗଡ: ଜାତୀୟ ରାଜପଥ ସମ୍ପଡା ନିକଟରେ ଦୁର୍ଘଟଣା, ଆମ୍ବୁଲାନ୍ସ ପଛକୁ ପିଟିଲା କାର

Nayagarh, Nayagarh | Aug 21, 2025
ଜାତୀୟରାଜପଥ ସମ୍ପଡା ନିକଟରେ ଦୃଘଟଣା,ଆମ୍ବୁଲାନ୍ସ ପଛକୁ ପିଟିଲା କାର। ଆଜି ସନ୍ଧ୍ୟା ୬ ଘଟିକା ସମୟରେ ସମ୍ପଡା ଜଙ୍ଗଲ ନିକଟରେ ଏକ ଆମ୍ବୁଲାନ୍ସ ପଛକୁ ପିଟିଲା କାର ସୂଚନା ଥାଉକି ଭୁବନେଶ୍ୱରୁ ଉଭୟ ଗାଡି ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣ ବଶତଃ ଏକ କାର ପାଛପଟୁ ଧକା ଦେଇଥିଲା. ଘଟା ସ୍ଥଳରେ ଉଭୟ ଗାଡି ଦୃଘଟଣା ଘଟିଥିଲା. ଆମ୍ବୁଲାନ୍ସ ର ପଛପକ୍ଷ ଭାଙ୍ଗି ଯାଇଥିବା ବେଳେ କାର ସମୁଖ ଭାଗ ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଛି. ଉଭୟ ଗାଡ଼ିଭିତରେ ଯାତ୍ରୀଙ୍କର ସାମନ୍ୟ କ୍ଷତି ହୋଇଥିବାର ସୂଚନା ମିଳିଛି. କାର କଳାହାଣ୍ଡି ଯାଉଥିବା ବେଳେ ଆମ୍ବୁଲାନ୍ସ ବଲାଙ୍ଗୀର ଯାଉଥିବା
Read More News
T & CPrivacy PolicyContact Us