Download Now Banner

This browser does not support the video element.

ରଣପୁର: ରାଜସୁନାଖଳା ରେଲୱେ ଓଭର ବ୍ରିଜ୍ ନିକଟରେ କାର୍ କୁ ଧକ୍କା ଦେଲା ବାଇକ୍,୨ଆହାତ

Ranapur, Nayagarh | Mar 19, 2024
ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରାଜସୁନାଖଳା ରେଲୱେ ଓଭର ବ୍ରିଜ୍ ନିକଟରେ ଏକ କାର୍ ଛିଡ଼ା ହୋଇଥିବା ବେଳେ ଧକ୍କା ଦେଲା ବାଇକ୍,୨ଜଣ ଆହାତ ହୋଇଥିବା ଜଣାପଡିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ଆହାତ ଯୁବକ ମାନେ ରାଜସୁନାଖଳା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us