Install App
belpahar_update
This browser does not support the video element.
ଓରିଏଣ୍ଟ: ବେଲପାହାଡ ପୌରପରିଷଦରେ କୋଟି କୋଟି ଟଙ୍କା ହେରଫେର ମାମଲାରେ OPID କୋର୍ଟରେ ହାଜର ହେଲେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ
Orient, Jharsuguda | Sep 3, 2025
ବେଲପାହାଡ ପୌରପରିଷଦରେ କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ OPID କୋର୍ଟରେ ହାଜର ହେଲେ ବେଲପାହାଡ ପୌରପରିଷଦ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ l ଆଜି ବୁଧବାର ଅପରାହ୍ନ ପ୍ରାୟ ୨ ଟା ରେ ସମ୍ବଲପୁର ଓପିଆଇଡି କୋର୍ଟରେ ବେଲପାହାଡ ର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ଙ୍କୁ ହାଜର କଲା ଇଓଡ୍ଲୁ |
Share
Read More News
T & C
Privacy Policy
Contact Us
Your browser does not support JavaScript!