Download Now Banner

This browser does not support the video element.

ପାରାଦୀପ: ଭୁତମୁଣ୍ଡାଇ ଠାରେ ଗିରଫ ଦେଶୀ ମଦ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ କଲା ଲକ ଥାନା ପୋଲିସ

Paradip, Jagatsinghpur | Apr 15, 2024
ଲକ ଥାନା ପୋଲିସ ଗତକାଲି ଭୁତମୁଣ୍ଡାଇରେ ଗାଡି ଯାଞ୍ଚ କରିବା ବେଳେ କେନ୍ଦ୍ରାପଡା ପାର୍ଶ୍ୱରୁ ପାରାଦୀପ ଆଡକୁ ଆସୁଥିବା ଗୋଟିଏ ଅଟୋରିକ୍ସା ଓ ଗୋଟିଏ କାରକୁ ଅଟକ ରଖିଥିଲେ। ଯାଞ୍ଚ ବେଳେ ୧୭୫ ଲିଟର ଆସ୍କା-୪୦ ମଦ ଓ ୬ଟି ମୋବାଇଲ ଜବତ ସହ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣିଥିଲା ପୋଲିସ। ଆଜି ଅପରାହ୍ନରେ ଏ ନେଇ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us