Download Now Banner

This browser does not support the video element.

ସୋରଡା: ଅସୁରବନ୍ଧ ଗ୍ରାମରେ ପରିବହନ ବିଭାଗ କର୍ମଚାରୀଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ପାଇ ପରିବାରକୁ ଭେଟିଲେ ମନ୍ତ୍ରୀ

Surada, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଅସୁରବନ୍ଦ ଗ୍ରାମ ପଞ୍ଚାୟତ ର ଅସୁରବନ୍ଦ ଗ୍ରାମରେ ପରିବହନ ବିଭାଗ କର୍ମଚାରୀ ଶ୍ରୀ ବିଦ୍ୟାଧର ଗୌଡ଼ଙ୍କ ଧର୍ମପତ୍ନୀ ସ୍ବର୍ଗତଃ ଦୀପ୍ତି ରାଣୀ ଗୌଡ଼ଙ୍କ ଦେହାନ୍ତ ସମ୍ବାଦ ପାଇ ଓଡିଶା ସରକାରଙ୍କର ଖଣି ଓ ଇସ୍ପାତ ବିଭାଗ ଏବଂ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ଙ୍କ ସହ ସୋରଡ଼ା ବିଧାୟକ ନୀଳମଣି ବିଶୋଇ ତାଙ୍କର ବାସଭବନ ଠାରେ ପହଁଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି.
Read More News
T & CPrivacy PolicyContact Us