Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ବିଭିନ୍ନ ଅବ୍ୟବସ୍ଥା ସମ୍ଵନ୍ଧରେ ଆଲୋଚନା କଲେ ସ୍ଥାନୀୟ ବିଧାୟିକା

Baripada M, Mayurbhanj | Sep 2, 2025
ମଙ୍ଗଳବାର ଦିନ ପ୍ରାୟ ୪ଟାରେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ସ୍ଥାନୀୟ ବିଧାୟିକା ସଞ୍ଜଳି ମୁର୍ମୁ। ତେବେ ପରିଦର୍ଶନ କରିବା ସହିତ ବିଭିନ୍ନ ଅବ୍ୟବସ୍ଥା ନେଇ ଦେଖିବାକୁ ପାଇଥିଲେ। ତେବେ ଏହାର ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟିକା ମୋହଦୟା ନିର୍ଦେଶ ଦେଇଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us