Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଭୂଵନେଶ୍ୱର ସ୍ତିତ ଭଞ୍ଜ ମଣ୍ଡପରେ ଆଇ ମନ୍ମଥ ରାଓଙ୍କୁ‌ ପଞ୍ଚମ‌ ଥର ବିମୁଗ୍ଧା ସମ୍ମାନରେ କରାଗଲା ସମ୍ମାନିତ।

Paralakhemundi, Gajapati | Aug 28, 2025
ଭୂଵନେଶ୍ୱର ସ୍ତିତ ଭଞ୍ଜ ମଣ୍ଡପରେ ଆଇ ମନ୍ମଥ ରାଓଙ୍କୁ‌ ପଞ୍ଚମ‌ ଥର ବିମୁଗ୍ଧା ସମ୍ମାନରେ କରାଗଲା ସମ୍ମାନିତ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଇ ମନ୍ମଥ‌ରାଓଙ୍କୁ ଭୂଵନେଶ୍ୱର ସ୍ତିତ ଭଞ୍ଜ ମଣ୍ଡପରେ ପଞ୍ଚମ ଥର ପିଇଁପଦାମୃ ଅନୁଷ୍ଠାନ ‌ତରଫରୁ‌ ଆୟୋଜିତ ପଞ୍ଚମ ବିମୁଗ୍ଧା ଉତ୍ସବରେ‌ ‌ପାରଳାଖେମୁଣ୍ଡିର ଦୂରଦର୍ଶନ ସେକ୍ ସୋଫାନ୍ ର କଳାକାର ମାନେ ଆଇ ମନ୍ମଥ ରାଓଙ୍କୁ ମାନପତ୍ର, ଉପଢୋକନ ପାଞ୍ଚ ହଜାର ଟଙ୍କା ପ୍ରଦାନ କରି ସମ୍ମାନୀତ କରିଛନ୍ତି। ଉକ୍ତ ଉତ୍ସବରେ ଅତିଥି ଭାବେ ‌ମ୍ମାସଂଙ୍ଗିତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଗୁରୁ ଧନେଶ୍ଵର ସ୍ୱାଇଁ ,
Read More News
T & CPrivacy PolicyContact Us