Download Now Banner

This browser does not support the video element.

ଧରାକୋଟ: ପୁରୁଣା କସେଇ ଗ୍ରାମ ପୋଖରୀରେ ବୁଡ଼ି ନାବାଳକ ମୃତ,ବଡବାପା ପୁଅ ର ଏକାଦଶରେ ପୋଖରୀ କୁ ଗାଧେଇବାକୁ ଯାଇ ପାଣିରେ ବୁଡି ଗଲେ ନାବାଳକ

Dharakote, Ganjam | Sep 23, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଓଳମ୍ବା ପଞ୍ଚାୟତର ପୁରୁଣା କସେଇ ଗ୍ରାମରେ ଅଭାବନୀୟ ଘଟଣା l ସମ୍ପର୍କୀୟ ଭାଇ ଙ୍କ ସୁଧକ୍ରିୟା କର୍ଯ୍ୟ ରେ ପୋଖରୀ କୁ ଗାଧୋଇବାକୁ ଯାଇ ବୁଡିଗଲେ ନାବାଳକ l ମୃତକ ହେଲେ ସେହି ଗ୍ରାମ ର ଦଶ ବର୍ଷୀୟ ସ୍ୱାଗତ ପୋଲେଇ l ସୂଚନା ଅନୁସାରେ ସୁରତ ରେ ଦାଦନ ଖଟିବାକୁ ଯାଇଥିବା ସମୟରେ ସ୍ଵଗାତଙ୍କ ବଡ ବାପା ପୁଅ ଶିବରାମ ପୋଲେଇ ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା l
Read More News
T & CPrivacy PolicyContact Us