Install App
angulkhabar123
This browser does not support the video element.
ଅନୁଗୋଳ: ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୋଲିସ ଓ ପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ସମନ୍ଵୟ ବୈଠକ ଅନୁଷ୍ଠିତ
Anugul, Angul | Sep 30, 2025
ଅନୁଗୁଳ ଆରକ୍ଷୀ ଅଧିକ୍ଷକ ନିଜର ମୁଖ୍ୟ କାର୍ଜ୍ୟାଳୟ ଠାରେ ଜିଲ୍ଲାର ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କ ସହିତ ଏକ ସମନ୍ୱୟ ବୈଠକର ଅଧ୍ୟକ୍ଷତା କରିଥିଲେ। ଏଥିରେ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ର ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା ଏବଂ ବିସର୍ଜନ କାର୍ଯ୍ୟକ୍ରମ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!