Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସୂର୍ଯ୍ୟନଗରରୁ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ ମାମଲା, ଫୋଟ ଧରି ବିଭିନ୍ନ ଜାଗାରେ ଝିଅ କୁ ଖୋଜିଲେ ବାପା

Bhubaneswar M Corp, Khordha | Sep 13, 2025
ସୂର୍ଯ୍ୟନଗରରୁ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ ମାମଲା, ଫୋଟ ଧରି ବିଭିନ୍ନ ଜାଗାରେ ଝିଅ କୁ ଖୋଜିଲେ ବାପା | ସୂର୍ଯ୍ୟନଗରରୁ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ ମାମଲା | ଆଜି 2.45ରେ ଫୋଟ ଧରି ବିଭିନ୍ନ ଜାଗାରେ ଝିଅ କୁ ଖୋଜିଲେ ବାପା | ଏକ ସପ୍ତାହ ହେବ ଝିଅ ଡିୟୁଟି ରେ ଥାଇ ନିଖୋଜ ହୋଇଯାଇଥିଲେ ସୁଦ୍ଧା କୌଣସି ପତା ମିଳୁନି | ପୋଲିସ ଆଖପାଖରେ ଲାଗିଥିବା ଶିଶିଟିଭି ଫୁଟେଜ କୁ ଯାଞ୍ଚ ପରେ ବି ହାତ ଖାଲି | ତେବେ ତାଙ୍କ ଝିଅ ଏବେ କେଉଁ ଅବସ୍ଥାରେ ଅଛି କଉଟି ଅଛି ପୋଲିସ ଭଲକି ଖୋଜିଲେ ତାଙ୍କ ଝିଅକୁ ପାଇଯିବେ ବୋଲି ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ବାପା କହିଛନ୍ତି |
Read More News
T & CPrivacy PolicyContact Us