This browser does not support the video element.
ଅନୁଗୋଳ: ମାଗୁରାଖାଲ ଗ୍ରାମରେ ହାତୀ ଉପଦ୍ରବ ନେଇ ପ୍ରତିକ୍ରିୟା ରଖିଲେ ସବିତା ସାହୁ
Anugul, Angul | Sep 12, 2025
ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମାଗୁରାଖାଲ ଗ୍ରାମରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ହାତୀ ଯେଉଁ ଅନୁସାରେ ଫସଲ କ୍ଷୟକ୍ଷତି କରୁଛି ତାହାର କ୍ଷତି ପୂରଣ ମଧ୍ଯ ମିଳୁ ନାହିଁ। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।