Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତା ଦୁଇ ଦିନ ଧରି ଜିଲ୍ଲାରେ ଜାରି ରହିବ ବର୍ଷା ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ
Nabarangapur PS, Nabarangpur | Aug 30, 2025
ଆସନ୍ତା ଦୁଇ ଦିନ ଧରି ଜିଲ୍ଲାରେ ଜାରି ରହିବ ବର୍ଷା ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ,ଆସନ୍ତା ଦୁଇ ଦିନ ପବନ ଘଡ ଘଡି ଆଉ ବର୍ଷା ସହ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବୋହିବାର ପୂର୍ବାନୁମାନ କରି ଜିଲ୍ଲା ଜରୁରୀ କାଳୀନ ଵିଭାଗ କୁ ଏଇ ୟେଲୋ ୱାର୍ଣ୍ଣିଙ୍ଗ ର ସତର୍କତା ଜାରି କରିଛି ରାଜ୍ୟ ପାଣି ପାଗ ଵିଭାଗ
Share
Read More News
T & C
Privacy Policy
Contact Us
Your browser does not support JavaScript!