This browser does not support the video element.
ନର୍ଲା: ନର୍ଲା ଗ୍ୟାସ ଅଫିସ ନିକଟରେ ପେଟ୍ରୋଲ ଟେଙ୍କର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ , ଚାଳକ ଅଟକ।
Narala, Kalahandi | Sep 9, 2025
ପେଟ୍ରୋଲ ଟେଙ୍କର ଧକ୍କାରେ ବାଇକ ଆରୋହୀ ମୃତ, କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ୟାସ ଅଫିସ ନିକଟରେ ମଦନପୁର ରାମପୁର ପଟୁ ଆସୁ ଥିବା ପେଟ୍ରୋଲ ଟଙ୍କେର ଗାଡି ଭବାନୀପାଟଣା ପଟୁ ଆସୁଥିବା ବାଇକ କୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି l ନର୍ଲା ପୋଲିସର ଏକ ଟିମ ପେଟ୍ରୋଲ ଟେଙ୍କର ଓ ମୃତ ବ୍ୟକ୍ତିର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ସମୟ ଅଭାବ ଯୋଗୁଁ ଆଜି ଶବ ବ୍ୟବଚ୍ଛେଦ ହୋଇ ପାରି ନଥିବା ସୁଚନା ମିଳିଛି।ବାଇକ୍ ଚାଳକ ନର୍ଲା ପଞ୍ଚାୟତ ସମର୍ କଟା ଗାଁ ର ଖଗେଶ୍ବର୍ ଗହିର୍ ବୋଲି ଜଣା ପଡିଛି