Download Now Banner

This browser does not support the video element.

ଉଦଳା: କୁଣ୍ଡାବାଇ ଓ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଉଦଳା ବ୍ଲକ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Udala, Mayurbhanj | Sep 30, 2024
କୁଣ୍ଡାବାଇ ଓ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ରେ ଉଦଳା ବ୍ଲକ୍ ପକ୍ଷରୁ ସ୍ବଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ । ସୂଚନାଯୋଗ୍ୟ ଯେ ଆଜି ଦିବା ୦୩ ଘଟିକା ସମୟରେ ଉଦଳା ବ୍ଲକ୍ ପ୍ରଶାସନ ପକ୍ଷରୁ କୁଣ୍ଡାବାଇ ପଞ୍ଚାୟତ ଓ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ରେ ସ୍ବଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଉଦଳା ବିଡ଼ିଓ ତୃପ୍ତି ବରାଇ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଳିତ ଭାବେ ସ୍ବଛଭାରତ କାର୍ଯ୍ୟକ୍ରମ ରେ ସହୋଯୋଗ ଓ ସଫେଇ କରିଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us