Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ତିଗିରିଆ ଥାନା ଅର୍ନ୍ତଗତ ନୂଆପାଟଣା ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
Cuttack M Corp PS, Cuttack | Aug 28, 2025
କଟକ ଜିଲ୍ଲା ତିଗିରିଆ ଥାନା ଅର୍ନ୍ତଗତ ନୂଆପାଟଣା ଗାଁରେ ଏକ ଘରୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କଳ୍ପନା ଦତ୍ତ। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ତିଗିରିଆ ଥାନାରେ ଏତଲା ଦେଇଛନ୍ତି ବାପା ଘର ଲୋକେ। ଗୁରୁବାର ଅପରାହ୍ନ ୪ ଟା ସମୟରେ ଏହି ଘଟଣା ଘଟିଛି। ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ କରୁଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!