Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: କରଞ୍ଜଆଡିଆରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷଙ୍କ ସହ ନେତୃ ମଣ୍ଡଳୀ

Bhadrak Rural, Bhadrak | Dec 27, 2024
କରଞ୍ଜଆଡିଆ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷଙ୍କ ସହିତ ଅନ୍ୟ ନେତୃମଣ୍ଡଳୀଙ୍କ ଯୋଗଦାନ । ଆଜି ରାତ୍ରି ସମୟରେ ବାସୁଦେବପୁର ବ୍ଲକ କରଞ୍ଜଆଡିଆ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷଙ୍କ ସହିତ ଅନ୍ୟ ନେତୃମଣ୍ଡଳୀଙ୍କ ଯୋଗଦାନ । ଏହି କାର୍ଯ୍ୟକ୍ରମ ରେ ବାସୁଦେବପୁର ବ୍ଲକ ର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଙ୍କ ସହିତ ବରିଷ୍ଠ ନେତୃମଣ୍ଡଳୀ ମାନେ ଯୋଗଦେଇଥିଲେ ।
Read More News
T & CPrivacy PolicyContact Us