Download Now Banner

This browser does not support the video element.

ସୋନପୁର: ପଣ୍ଡକୀଟାଲ ମାୟାବର୍ହା ଛକ ନିକଟରେ ୨ ବାଇକ ମୁହାଁ ମୁହିଁ ଧକ୍କା, ଉଭୟ ଚାଳକ ଆହତ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତି

Sonapur, Subarnapur (Sonepur) | Sep 12, 2025
ANCHOR ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡକିଟାଲ ମାୟାବର୍ହା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁଁହା ମୁଁହିଁ ଧକ୍କା ହୋଇଛି। ଫଳରେ ଜଣେ ବାଇକ୍ ଆରୋହୀ ଗୁରୁତର ରହିଥିବାବେଳେ ଆଉ ଜଣେ ସାମାନ୍ୟ ଖଣ୍ଡିଆ ଖାବରା ରହିଥିବା ସୂଚନା ମିଳିଛି l ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଖବର ଦେବାପରେ ଗୁରୁତର ବାଇକ୍ ଆରୋହୀଙ୍କୁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି l
Read More News
T & CPrivacy PolicyContact Us