This browser does not support the video element.
ସୁନ୍ଦରଗଡ ସହର: ନୂଆଡ଼ିହି ଠାରେ ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୧୦ ଜଣ ଜୁଆଡି ଗିରଫ
Sundargarh Town, Sundargarh | Nov 15, 2024
ନୂଆଡ଼ିହି ଠାରେ ଜୁଆ ଆଡ୍ଡା ରେ ପୁଲିସ ର ଚଢାଉ 10 ଜଣ ଜୁଆରି ଗିରଫ... ଆଜି ଦିନ 3 ଟା ସମୟରେ ହେମଗିର ଥାନା ଅନ୍ତର୍ଗତ ନୂଆଡ଼ିହି ଠାରେ ଏକ ଜୁଆ ଆଡ୍ଡା ରେ ହେମଗିର ପୁଲିସ ଚଢାଉ କରି 10 ଜଣ ଜୁଆରି କୁ ପୁଲିସ ଗିରଫ କରିଥିବା ର ଜଣା ପଡ଼ିଚି, ଏହା ସହ 6, 400 ଟଙ୍କା ନଗଦ ସହ ଜୁଆ ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିବା ର ଜଣା ପଡ଼ିଚି..