Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଅତିଥି ଭବନରେ ସାହିତ୍ୟ ଏକାଡେମୀ ଓ କୋରାପୁଟ ସାହିତ୍ୟ ପରିବାରର ଆଲୋଚନା ଚକ୍ର ଓ କଥା ସନ୍ଧି

Koraput Town, Koraput | Sep 7, 2025
କୋରାପୁଟ ଅତିଥି ଭବନରେ ସାହିତ୍ୟ ଏକାଡେମୀ ଓ କୋରାପୁଟ ସାହିତ୍ୟ ପରିବାରର ଦକ୍ଷିଣ ଓଡ଼ିଶାର ଜନଜାତି ଓ ସଂସ୍କୃତିକୁ ନେଇ ଆଲୋଚନା ଚକ୍ର ସହ କଥା ସନ୍ଧି କାର୍ଯ୍ୟକ୍ରମ ଆଜି ଦିନ ୨ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରରେ ଡଃ ଅଜୟ କୁମାର ସାହୁ, ସାଇମନ ବିଡିକା, ଜଗବନ୍ଧୁ ସାମଲ, ଡ଼ଃ ପ୍ରିତିଧରା ସାମଲ,କବି ରବି ଶତପଥି ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସାହିତ୍ୟିକମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us