This browser does not support the video element.
କେନ୍ଦୁଝର ସହର: କେନ୍ଦୁଝର ଠାରେ ଆୟୋଜିତ ୭୮ତମ ରାଜ୍ୟ ପୋଲିସ କବାଡି(ପୁରୁଷ) ଚାମ୍ପିୟାନସିପ୍ ଏବଂ ୧୦ତମ ରାଜ୍ୟ ହାଣ୍ଡବଲ ଚାମ୍ପିୟାନସିପ୍ ଉଦଯାପିତ
Kendujhar Town, Kendujhar | Sep 13, 2025
କେନ୍ଦୁଝର ଠାରେ ଆୟୋଜିତ ୭୮ତମ ରାଜ୍ୟ ପୋଲିସ କବାଡି(ପୁରୁଷ) ଚାମ୍ପିୟାନସିପ୍ ଏବଂ ୧୦ତମ ରାଜ୍ୟ ହାଣ୍ଡବଲ ଚାମ୍ପିୟାନସିପ୍ ୨୦୨୫-୨୬ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଯୁକ୍ତ Mohan Charan Majhi , ସମ୍ମାନୀତ ଅତିଥି ଭାବରେ କେନ୍ଦୁଝର ସାଂସଦ ଶ୍ରୀ ଯୁକ୍ତ Ananta Nayak , ଘଷିପୁରା ବିଧାୟକ ଶ୍ରୀଯୁକ୍ତ Badri Narayan Patra , ଚମ୍ପୁଆ ବିଧାୟକ ଶ୍ରୀଯୁକ୍ତ Sanatan Mahakud ,ପାଟଣା ବିଧାୟକ ଶ୍ରୀଯୁକ୍ତ Akhila Chandra Naik , ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ Abhimanyu Seth ଙ୍କସହ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲି ।