This browser does not support the video element.
ଝାରସୁଗୁଡା: ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଜଣେ ଯୁବକ ପ୍ରେମ ଜାଲରେ ଫସେଇ ଗର୍ଭବତୀ କରିଥିବା ନେଇ ବେଲପାହାଡ ଥାନାରେ ଅଭିଯୋଗ
Jharsuguda, Jharsuguda | Aug 22, 2025
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଜଣେ ଯୁବକ ପ୍ରେମ ଜାଲରେ ଫସେଇ ଗର୍ଭବତୀ କରିଥିବା ବେଲପାହାଡ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ ଯୁବକ ଜଣକ ନାବାଳିକା କୁ ପ୍ରେମ ଜାଲରେ ଫସେଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତି କରିଛନ୍ତି l ଏନେଇ ନାବାଳିକାର ପରିବାର ଲୋକେ ଜାଣିବାକୁ ପାଇ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବେଲପାହାଡ଼ ପୁଲିସ କେସ ନମ୍ୱର ୧୭୩/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଜି ଶୁକ୍ରବାର ରାତି ୧୧ ଟା ରେ ସୂଚନା ଦେଇଛି l