Download Now Banner

This browser does not support the video element.

ପାରଳାଖେମୁଣ୍ଡି: ରାଣୀପେଟା ଠାରେ ପୂର୍ବତନ ବିଧାୟକ କେ. ସୂର୍ୟା ରାଓଙ୍କ ବଡ଼ ଭଉଣୀ ଜୟଲକ୍ଷ୍ମୀଙ୍କ ଏକାଦଶ କାର୍ଯ୍ୟକ୍ରମରେ ଯୋଗ ଦେଲେ ପାରଳା ବିଧାୟକ

Paralakhemundi, Gajapati | Aug 25, 2025
ରାଣୀପେଟା ଠାରେ ପୂର୍ବତନ ବିଧାୟକ କେ. ସୂର୍ୟା ରାଓଙ୍କ ବଡ଼ ଭଉଣୀ ଜୟଲକ୍ଷ୍ମୀଙ୍କ ଏକାଦଶ କାର୍ଯ୍ୟକ୍ରମରେ ଯୋଗ ଦେଲେ ପାରଳା ବିଧାୟକ । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଟା ଗ୍ରାମ ଠାରେ ପୂର୍ବତନ ବିଧାୟକ କେ. ସୂର୍ୟା ରାଓଙ୍କ ବଡ଼ ଭଉଣୀ ଜୟଲକ୍ଷ୍ମୀଙ୍କ ଏକାଦଶ କାର୍ଯ୍ୟକ୍ରମରେ ଯୋଗ ଦେଲେ ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ ସ୍ୱର୍ଗୀୟା ଜୟଲକ୍ଷ୍ମୀଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏଥି ସହ ଅନ୍ନ ପ୍ରସାଦ ବଣ୍ଟନ ରେ ସହଯୋଗ କରିଥିଲେ
Read More News
T & CPrivacy PolicyContact Us