Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ହାଇସ୍କୁଲ ମିନି ଷ୍ଟାଡିୟମ ରେ ଏନଏସି ଓ ମିଡ଼ିଆ କ୍ଳବ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

Polasara, Ganjam | Aug 30, 2025
ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସି ପକ୍ଷରୁ ବୁଗୁଡ଼ା ମିଡ଼ିଆ କ୍ଳବ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ହାଇସ୍କୁଲ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ଉକ୍ତ ମ୍ୟାଚକୁ ଏନଏସି ଅଧକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ୧୦ ଓଭର ବିଶିଷ୍ଟ ମ୍ୟାଚରେ ଏନଏସି ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ୧୩୪ ରନ କରିଥିବା ବେଳେ ମିଡ଼ିଆ କ୍ଳବ ୮୪ ରନରେ ସୀମିତ ରହିଯାଇଥିଲା l
Read More News
T & CPrivacy PolicyContact Us