This browser does not support the video element.
ଦେବଗଡ: ବାରକୋଟ ବ୍ଳକ ସଦର ମହକୁମାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର
Debagarh, Debagarh (Deogarh) | Sep 7, 2025
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ସଦର ମହକୁମାରେ ଆଜି ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବାରକୋଟ ସ୍ଥିତ ବିଧାୟକଙ୍କ ନିଜସ୍ଵ କାର୍ୟ୍ୟାଳୟରେ ଅନୁଷ୍ଠିତ ଏହି ଶୁଣାଣି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦିନ ପ୍ରାୟ ୧ ପର୍ଯ୍ୟନ୍ତ ଉପସ୍ଥିତ ରହି ଜନସାଧାରଣ ଆଣିଥିବା ୨୩ ଟି ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ଶୁଣିଥିଲେ । ଏଥିସହ ଅଭିଯୋଗ ହୋଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜନସାଧାରଣଙ୍କୁ ବିଧାୟକ ପ୍ରତିଶ୍ମୃତି ଦେଇଥିଲେ ।