This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବୁଡିଲା ସମ୍ବଲପୁର ଗୁଣ୍ଡେରପୁର ବ୍ରିଜ, ସମ୍ବଲପୁର ସୁବର୍ଣ୍ଣପୁର ଓ ବୌଦ୍ଧ ମୁଖ୍ୟ ରାସ୍ତାରେ ମାଡ଼ୁଛି ମହାନଦୀ ପାଣି
Sambalpur M, Sambalpur | Sep 6, 2025
ବୁଡିଲା ସମ୍ବଲପୁର ଗୁଣ୍ଡେରପୁର ବ୍ରିଜ , ସମ୍ବଲପୁର ସୁବର୍ଣ୍ଣପୁର ଓ ବୌଦ୍ଧ ମୁଖ୍ୟ ରାସ୍ତାରେ ମାଡ଼ୁଛି ମହାନଦୀ ପାଣି l ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି l ହୀରାକୁଦ 24 ଟି ଗେଟ୍ ଖୋଲିବା ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି l ଏଠାରେ ଏକ ପୋଲୋ ମଧ୍ୟ ନିର୍ମାଣ ହେଉଛି ଯାହା ଦୀର୍ଘ ବର୍ଷ ହେବ କାମ ସରିବାର ନା ନେଉ ନାହିଁ l ହୀରାକୁଦ ଜଳ ଭଣ୍ଡାରରୁ ଚାରିଲକ୍ଷ ଘନଫୁଟ୍ ଜଳ ନିଷ୍କାସିତ ହେବାରୁ ସମ୍ବଲପୁର ମାଳତୀ ଗୁଣ୍ଡେରପୁର ବ୍ରିଜ ରେ 3 ଫୁଟ ପାଣି ଚାଲିଛି l ସେପଟେ ଯଦି ଆଜି ଉପର ମୁଣ୍ଡରେ ଅଧିକ ବର୍ଷା ହୁଏ ତାହେଲେ ଅଧିକ ଗେ