Download Now Banner

This browser does not support the video element.

ଜୁନାଗଡ: ପଦମପୁର ଠାରେ ମହୁ ମାଛି କାମୁଡାରେ ବୃଦ୍ଧ ଗୁରୁତର ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି

Junagarh, Kalahandi | Sep 3, 2025
ବୁଧବାର ସଂଧ୍ୟାରେ ଜୁନାଗଡ ପୁଲିସ ଥାନା ଅଧିନସ୍ଥ ପଦମପୁର ଗ୍ରାମ ଗ୍ଠାରେ ଘଟିଛି ଅଘଟଣ । ଜଣେ ବୃଦ୍ଧ ଗାଈ ଚରାଇ ନେଇ ଫେରୁଥିବା ବେଳେ ହଠାତ୍ ମହୁ ମାଛି କାମୁଡିବାରୁ ଗୁରୁତର ହେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଂଧ୍ୟା ସାଢେ଼ ୬ଟା ବେଳେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ .
Read More News
T & CPrivacy PolicyContact Us