Download Now Banner

This browser does not support the video element.

ପରଜଙ୍ଗ: କାମାକ୍ଷାନଗର ଜେଲରୁ ଫେରିଲେ ବହୁ ଚର୍ଚ୍ଚିତ ମଠକରଗୋଳା ଗାଁର ବାବା ମଧୂମଙ୍ଗଳ

Parajang, Dhenkanal | Aug 30, 2025
କାମାକ୍ଷାନଗର ଜେଲରୁ ଫେରିଲେ ବହୁ ଚର୍ଚ୍ଚିତ ମଠକରଗୋଳା ବାବା ମଧୂମଙ୍ଗଳ ଦୀର୍ଘ ୧୪ ଦିନ ପରେ ଜେଲରୁ ଫେରିଲେ ବହୁ ଚର୍ଚ୍ଚିତ ମଦନ ମୋହନ ପରିଡା ଓରଫ ବାବା ମଧୂ ମଙ୍ଗଳ। ବାବାଙ୍କ ନାମରେ ଆସିଥିଲା ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ। ବାବା ମଠକରଗୋଳା ଗାଁ ସ୍ଥିତ ମଠରେ ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଥିଲା। ତେବେ ବାବାଙ୍କୁ ଫସେଇ ଦିଆଯାଇଥିବା ବାବା ପ୍ରକାଶ କରିଛନ୍ତି। ଏପରିକି ୧୪ ଦିନ ଭିତରେ ଭାଗବତ ମାଧ୍ୟମରେ ଜେଲ ଅନ୍ତେବାସୀଙ୍କୁ ସେ ଆପଣାର କରିବା ସହିତ ଧର୍ମୀୟ ଭାବନା ଓ ଚେତନା ସହ ତାଙ୍କର ଅନେକ ଅନୁଗାମୀ କରିଥିବା କହିଛନ୍ତି। ଏ ନେଇ ଶନିବାର ଅପରାହ୍ନ ୧ଟାରେ କାମାକ୍ଷାନଗର ଜ
Read More News
T & CPrivacy PolicyContact Us