Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତା କାଲି ଜିଲ୍ଲାରେ ହେଇପାରେ ପ୍ରବଳ ବର୍ଷା ଜିଲ୍ଲାରେ ଓରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ
Nabarangapur PS, Nabarangpur | Sep 2, 2025
ଆସନ୍ତା କାଲି ଜିଲ୍ଲାରେ ହେଇପାରେ ପ୍ରବଳ ବର୍ଷା ଜିଲ୍ଲାରେ ଓରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ,ଆସନ୍ତା କାଲି ପବନ ଘଡ ଘଡି ଆଉ ବର୍ଷା ସହ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବୋହିବାର ପୂର୍ବାନୁମାନ କରି ଜିଲ୍ଲା ଜରୁରୀ କାଳୀନ ଵିଭାଗ କୁ ଏଇ ଓରେଞ୍ଜ ୱାର୍ଣ୍ଣିଙ୍ଗ ର ସତର୍କତା ଜାରି କରିଛି ରାଜ୍ୟ ପାଣି ପାଗ ଵିଭାଗ
Share
Read More News
T & C
Privacy Policy
Contact Us
Your browser does not support JavaScript!