This browser does not support the video element.
ଝାରସୁଗୁଡା: ଲଖନପୁର ବ୍ଲକ ବନ୍ଧବାହାଲରେ ନୂଆଁଖାଈ ଭେଟଘାଟ୍ - ୨୦୨୫’’ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବନ୍ଧବାହାଲରେ ନୂଆଁଖାଈ ଭେଟଘାଟ୍ - ୨୦୨୫’’ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି l ଆଜି ଶନିବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୪ ଟା ଯାଏଁ ମହାନଦୀ କୋଇଲା କମ୍ପାନୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ l ନୂଆଖାଈ କେବଳ ଗୋଟିଏ ଦିନର ପର୍ବ ନୁହେଁ ବର୍ଷ ସାରା ଭାଇଚାରା କୁ ବଢେଇବା ଆତ୍ମୀୟତା କୁ ଆହୁରି ନିବିଡ କରିବାର ପର୍ବ ବୋଲି ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି l