Download Now Banner

This browser does not support the video element.

ତଲସରା: ପାମରା ୟୁପି ସ୍କୁଲରେ ପୋକ ସାଲୁବାଲୁ ତରକାରି,ବିଇଓ ଙ୍କୁ ଦେଖାଇଲେ ଛାତ୍ରଛାତ୍ରୀ

Talasara, Sundargarh | Sep 9, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ପାମରା ୟୁପି ସ୍କୁଲରେ ପୋକ ସାଲୁବାଲୁ ତରକାରି ଦିଆଯାଉଛି। ଆଜି ବଡ଼ଗାଁ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହିରୋ ଏହି ସ୍କୁଲର ପରିଦର୍ଶନ ସମୟରେ ଛାତ୍ରଛାତ୍ରୀ ମାନେ ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ ତରକାରି ରେ ପୋକ ରହିଥିବା ଦେଖବାକୁ ପାଇଥିଲେ।ଏ‌ହି ବିଷୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହିରୋ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us