This browser does not support the video element.
ବରୀ ରାମଚନ୍ଦ୍ରପୁର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ଉପଲକ୍ଷେ ବିଜେପି ପକ୍ଷରୁ ଗୋପାଳପୁର ଗାଁରେ ଲୋକାଲ ଫର ଭୋକାଲ କାର୍ଯ୍ୟକ୍ରମ ଅନୁଷ୍ଠିତ
Bari Ramachandrapur, Jajpur | Sep 19, 2025
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ଉପଲକ୍ଷେ ଜିଲ୍ଲା ବିଜେପି ପକ୍ଷରୁ ଗୋପାଳପୁର ଗାଁରେ ଲୋକାଲ ଫର ଭୋକାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ବରୀ ବ୍ଲକ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ବିଜେପି ନେତା ଗୋଲଖ ମହାପାତ୍ର,ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ଯୋଗଦେଇ ଲୋକାଲ ଫର ଭୋକାଲି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ସାଂସଦ ଶ୍ରୀ ବେହେରା ଗୋପାଳପୁର ଅଞ୍ଚଳର ହସ୍ତତନ୍ତ୍ର କାରିଗରଙ୍କୁ ଭେଟି ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ l