Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଭୁଦାନ ଛକ ରାସ୍ତାରେ ଷ୍ଟଣ୍ଟ ମାରିବା ନେଇ ଚାଲାଣ କଟିଛି l ଗାଡି ମାଲିକ ଙ୍କ ନାଁରେ 13 ହଜାର ଟଙ୍କା ଚାଲାଣ l

Puri M, Puri | Sep 8, 2025
ବାଇକରେ ଷ୍ଟଣ୍ଟ ମାରିବା ମହଙ୍ଗା ପଡିଛି l ରାସ୍ତାରେ ଷ୍ଟଣ୍ଟ ମାରିବା ନେଇ ଚାଲାଣ କଟିଛି l ଗାଡି ମାଲିକ ଙ୍କ ନାଁରେ 13 ହଜାର ଟଙ୍କା ଚାଲାଣ କାଟିଛି ପରିଵହନ ବିଭାଗ l ଭୂଦାନ ଛକ ଠାରୁ ତାଳବଣିଆ ରାସ୍ତା ରେ ଯୁବକ ଜଣକ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି ବିନା ହେଲମେଟରେ ବେପାରୁଆ ଭାବେ ଦୁଇ ହାତ ଛାଡି ଗାଡି ଚାଳନା ଦୃଶ୍ୟର ରିଲ ଭିଡିଓ ଭାଇରାଲ ହୋଇଥିଲା l ପରେ ପରିବହନ ବିଭାଗ ଯାଞ୍ଚ କରି ଉକ୍ତ ଗାଡି ମାଲିକଙ୍କ ନାମରେ ଜୋରିମାନା ଆକାରରେ ଚାଲାଣ କାଟିଥିବା ଜଣାଯାଇଛି l
Read More News
T & CPrivacy PolicyContact Us