Install App
ganesh35991
This browser does not support the video element.
ହିଞ୍ଜିଳି: ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ବାପା ପୁଅଙ୍କ ଆକ୍ରମଣରେ ପଡୋଶୀ ମୃତ,ପଡୋଶୀ ଜଣଙ୍କ ହେଲେ ହରେକୃଷ ପାଣିଗ୍ରାହୀ
Hinjili, Ganjam | Sep 5, 2025
ଶେରଗଡ଼ ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ବାପା ପୁଅଙ୍କ ଆକ୍ରମଣରେ ପଡୋଶୀ ମୃତ l ମୃତ ପଡୋଶୀ ଜଣଙ୍କ ହେଲେ ହରେକୃଷ୍ଣ ପାଣିଗ୍ରାହୀlବଚସାକୁ କେନ୍ଦ୍ରକରି ଉତକ୍ଷିପ୍ତ ରୋହିତ ଓ ତାଙ୍କର ଦୁଇ ପୁଅ ପିଣ୍ଟୁ ଓ ବାବୁ ମିଳିତ ଭାବେ ହରେକୃଷ୍ଣଙ୍କ ଉପରକୁ ମରଣାତ୍ମକ ଆକ୍ରମଣ କରିଥିଲେ lହରେକୃଷ୍ଣଙ୍କ ସେଠାରୁ ଜୀବନ ବିକଳେରେ ଦୌଡ଼ି ଯାଇ ଜଣଙ୍କ ବାରଣ୍ଡାରେ ପଡ଼ି ଯାଇଥିବା ବେଳେ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!