This browser does not support the video element.
ରେଙ୍ଗାଲି: ଗୋଶାଲା ଡ଼ାଇରୀ ଫାର୍ମରେ ରହୁଥିବା ଲୋକେ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Rengali, Sambalpur | Jul 28, 2025
ଗୋଶାଲା ଡ଼ାଇରୀ ଫାର୍ମ ରେ ରହୁଥିବା ଲୋକେ ହେଲେ ଜ଼ିଲ୍ଲାପାଙ୍କ ଦ୍ୱାରସ୍ଥ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11.30 ସମୟରେ ଗୋଶାଲା ଡ଼ାଇରୀ ଫାର୍ମ ରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି ଘର ଖାଲି କରିବା ପାଈଁ l ସେପଟେ ଏହି ଲୋକମାନେ ଦୀର୍ଘଦିନ ହେବ ଏଠାରେ ରହି ଆସୁଛନ୍ତି, ବର୍ତ୍ତମାନ ସେମାନେ ଯିବେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି l ପ୍ରଥମେ ଏହି ଲୋକ ମାନଙ୍କୁ ଥଇଥାନ କରାଯାଉ ତାପରେ ଉଛେଦ କରାଯାଉ ବୋଲି କହିଛନ୍ତି l