Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ବ୍ଳକର ବିଭିନ୍ନ ପଞ୍ଚାୟତରେ ନିଜସ୍ବ ରାଜସ୍ବ ପାଣ୍ଠି ଗଠନ ନେଇ ପଞ୍ଚାୟତ ସାଧନା କେନ୍ଦ୍ରରେ ତାଲିମ ଶିବିର ଅନୁଷ୍ଠିତ

Koraput Town, Koraput | Sep 11, 2025
କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ରରେ କୋରାପୁଟ ବ୍ଳକର ପ୍ରତୈକ ପଞ୍ଚାୟତରେ କିଭଳି ନିଜସ୍ବ ରାଜସ୍ବ ପାଣ୍ଠି ଗଠନ କରାଯିବ ସେନେଇ ପଞ୍ଚାୟତ ସ୍ତରୀୟ କର୍ମଚାରୀ ମାନଙ୍କୁ ତାଲିମ୍ ଦିଆଯାଇଛି। ନିଜସ୍ବ ରାଜସ୍ବ ପାଣ୍ଠି ପଞ୍ଚାୟତର ବିକାଶରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ। ପଞ୍ଚାୟତର ରାଜସ୍ଵ ଗ୍ରାମରେ କିଭଳି ରାଜସ୍ବ ଆଦାୟ କରାଯିବ ତାହାର ଆଜି ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ତାଲିମ୍ ଦିଆଯାଇଛି।
Read More News
T & CPrivacy PolicyContact Us