This browser does not support the video element.
କାମାକ୍ଷାନଗର: ଭୁବନ ବ୍ଲକରେ ମଙ୍ଗଳବାର ୧୧ଟା ୩୦ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
Kamakshyanagar, Dhenkanal | Aug 26, 2025
ଭୁବନ ବ୍ଲକରେ ମଙ୍ଗଳବାର ୧୧ଟା ୩୦ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ମଙ୍ଗଳବାର ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଧାୟକ ଶତ୍ରୁଘନ ଜେନା ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ। ସିପ୍ରା ବରାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ବ୍ଲକର ବିଭିନ୍ନ ଉନ୍ନୟନ ଉପରେ କରାଯାଇଥିଲା ଆଲୋଚନା ।