Install App
ranjannanda71
This browser does not support the video element.
କଟକ ପୌରାଞ୍ଚଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହ ପରିସରରେ ଜିଲ୍ଲା ସ୍ତରୀୟ ମାତୃ ଏବଂ ଶିଶୁ ମୃତ୍ୟୁ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ
Cuttack M Corp PS, Cuttack | Sep 3, 2025
ଜିଲ୍ଲା ସ୍ତରୀୟ ମାତୃ ଏବଂ ଶିଶୁ ମୃତ୍ୟୁ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପାଲଙ୍କ କର୍ଯ୍ୟଲୟ ସଭା ଗୃହ ପରିସରରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମାତୃ ଏବଂ ଶିଶୁ ମୃତ୍ୟୁ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସହ, CDPO, ମେଡ଼ିକାଲ ଅଫିସର ପ୍ରମୁଖ ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!