Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସହିଦନଗର ମହର୍ଷି କଲେଜ ନିକଟରୁ 160ଲିଟର ଦେଶୀ ମଦ ଜବତ,ଜଣେ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଥାନା ପୋଲିସ
Bhubaneswar M Corp, Khordha | Aug 23, 2025
ସହିଦନଗର ମହର୍ଷି କଲେଜ ନିକଟରୁ 160ଲିଟର ଦେଶୀ ମଦ ଜବତ,ଜଣେ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 3.43ରେ ବିଶେଷ ସୂତ୍ରରୁ ସୂଚନା ପାଇ ସହିଦନଗର ମହର୍ଷି କଲେଜ ନିକଟରେ ଅତର୍କିତ ଚଢ଼ାଉ କରି 160ଲିଟର ଦେଶୀ ମଦ ଜବତ କରିଥିଲେ | ଜଣେ ଅଭିଯୁକ୍ତ କୁ ମଧ୍ୟ ଗିରଫ କରିଥିଲା ଅବକାରୀ ଥାନା ପୋଲିସ | ଗୋଟିଏ ସ୍କୁଟିରେ ସାଲିଆ ସାହିରୁ ଫୁଲେଶ୍ଵରି ବସ୍ତିକୁ ଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ମାଡି ବସିଥିଲା ଅବକାରୀ ବିଭାଗ |
Share
Read More News
T & C
Privacy Policy
Contact Us
Your browser does not support JavaScript!