Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର RW ବିଭାଗର ରୋଡ଼ ପ୍ଲାନ୍ସ ଚି଼ଫ ଇଂଜିନିୟର ଙ୍କ 7ଟି ଠିକଣାରେ ଭିଜିଲାନ୍ସ ଚଢଉ
Bhubaneswar M Corp, Khordha | May 30, 2025
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର RW ବିଭାଗର ରୋଡ଼ ପ୍ଲାନ୍ସ ଚି଼ଫ ଇଂଜିନିୟର ଙ୍କ 7ଟି ଠିକଣାରେ ଭିଜିଲାନ୍ସ ଚଢଉ | ଭୁବନେଶ୍ୱର RW ବିଭାଗର ରୋଡ଼ ପ୍ଲାନ୍ସ ଚି଼ଫ ଇଞ୍ଜିନିୟର ଙ୍କ ଘରେ ଭିଜିଲାନ୍ସ ରେଡ | ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ 7ଟି ଠିକଣା ରେ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ରେଡ କରୁଛି ଭିଜିଲାନ୍ସ | ରେଡରେ ସାମିଲ ଅଛନ୍ତି 8ଜଣ DSP,12ଜଣ ଇନ୍ସୀପେକ୍ଟର,6ଜଣ ASI |ଅନୁଗୁଳ, ଭୁବନେଶ୍ୱର ଏବଂ ପିପିଲି ରେ ଚାଲିଛି ରେଡ | ଅନୁଗୁଳ ରେ ଦୁଇମହଲା ଘର, ଭୁବନେଶ୍ୱର ଡୁମଡୁମାରେ ଗୋଟିଏ ଫ୍ଲାଟ,ପିପିଲି ରେ ଗୋଟିଏ ଫ୍ଲାଟ ରହିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!