Download Now Banner

This browser does not support the video element.

କୋରାପୁଟ ସହର: ଗୁଣ୍ଠାପୁଟ ପଞ୍ଚାୟତ ସଦର ମହକୁମା ଠାରେ ସବୁଘରେ ତ୍ରିରଙ୍ଗା ସବୁ ଘରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

Koraput Town, Koraput | Aug 11, 2025
କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ୍ ଗୁଣ୍ଠାପୁଟ ଗ୍ରାମପଞ୍ଚାୟତର ସଦରମହକୁମା ଠାରେ ସବୁ ଘରେ ତ୍ରୀରଙ୍ଗା ସବୁ ଘରେ ସ୍ଵଚ୍ଛତା ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଆଜି ଦିନ ୨ଘଣ୍ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ୍ ସହ ପଞ୍ଚାୟତ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଗୁଣ୍ଠାପୁଟ ଗ୍ରାମରେ ସ୍ଵଚ୍ଛତା କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି।
Read More News
T & CPrivacy PolicyContact Us