Download Now Banner

This browser does not support the video element.

କେନ୍ଦ୍ରାପଡା: ମୁନିସିପାଲିଟି ଟାଉନହଲରେ ସ୍ୱାୟତ୍ତଶାସନ ଦିବସ ଉପଲକ୍ଷେ ସାଧାରଣ ସଭା

Kendrapara, Kendrapara | Aug 31, 2025
ମୁନିସିପାଲିଟି ଟାଉନହଲରେ ସ୍ୱାୟତ୍ତଶାସନ ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ମୁନିସିପାଲିଟିରେ ରହି ଉଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ ଏହି ଅବସରରେ ବିଧାୟକ ଗଣେଶ୍ୱର ବେହେରା ସମ୍ମାନିତ କରିଥିଲେ l
Read More News
T & CPrivacy PolicyContact Us