Download Now Banner

This browser does not support the video element.

ଫୁଲବାଣୀ ସହର: ରାତି ଅଧରେ କିସ୍ତି ଟଙ୍କା ଆଦାୟ କରୁଛି ମୁଥୁଡ଼ ଫାଇନାନ୍ସ

Phulabani Town, Kandhamal | Nov 6, 2024
ମହିଳା ଗ୍ରୁପ ମାନଙ୍କରେ ଅର୍ଥ ଲଗେଇ ବ୍ୟବସାୟ କରୁଥିବା ମୁଥୁଡ଼ ଫାଇନାନ୍ସ କର୍ମଚାରୀ ମାନେ ରାତି ଦିନ ନମାନି ଘର ଘର ଯାଇ ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ଏଭଳି ସଂସ୍ଥା ମାନଙ୍କର କର୍ମଚାରୀଙ୍କ ଜୁଲୁମ ସହି ନପାରି ଖଜୁରୀପଡା ଅଂଚଳର ଜଣେ ଯୁବକ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଅନେକ ପରିବାର ଏଭଳି ସଂସ୍ଥା ମାନଙ୍କ ଠାରୁ ଋଣ ଆଣି କୌଣସି କାରଣରୁ ସୁଝି ନପାରି ସର୍ବସ୍ୱାନ୍ତ ବି ହୋଇ ସାରିଛନ୍ତି। ଏଭଳି ସଂସ୍ଥା ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗାଁ ଗାଁ ରେ ଅନେକ ସମୟରେ କଳି ଗଣ୍ଡଗୋଳ ଲାଗୁଥିବା ବେଳେ ଥାନାର ଦ୍ୱାରସ୍ଥ ମଧ୍ୟ ହେଉଛନ୍ତି ମହିଳା
Read More News
T & CPrivacy PolicyContact Us