Install App
ranjannanda71
This browser does not support the video element.
ନୟାଗଡ: ଭୁବନେଶ୍ଵର ଯୋଗାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ମନ୍ତ୍ରୀଙ୍କୁ ଭେଟି ଭାପୁରଠାରେ ବିଜ୍ଞାନ କେନ୍ଦ୍ର ଖୋଲିବା ନିମନ୍ତେ ପ୍ରସ୍ତାବ ରଖିଲେ ବିଧାୟକ
Nayagarh, Nayagarh | Aug 23, 2025
ଭାପୁର ଠାରେ ବିଜ୍ଞାନ କେନ୍ଦ୍ର ଖୋଲିବା ନିମନ୍ତେ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସ୍ଥାନୀୟ ବିଧାୟକ। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଭୁବନେଶ୍ଵର ରେ ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ଙ୍କୁ ଭେଟି ଭାପୁର ଠାରେ ବିଜ୍ଞାନ କେନ୍ଦ୍ର ଖୋଲିବା ନିମନ୍ତେ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ। ତେବେ ପ୍ରସ୍ତାବ କୁ ଶୁଣିବା ପରେ ଏହା ଉପରେ ଆଲୋଚନା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ।
Share
Read More News
T & C
Privacy Policy
Contact Us
Your browser does not support JavaScript!