This browser does not support the video element.
ଘସିପୁରା: ଛେନାପଦି ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର
Ghasipura, Kendujhar | Sep 7, 2025
ଆନନ୍ଦପୁର ଛେନାପଦି ଠାରେ ଆଜି ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି ଓ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି ।