Download Now Banner

This browser does not support the video element.

ଭୋଗରାଇ: ସଙ୍ଗୀତ ନିର୍ଦ୍ଦେଶକଙ୍କ ଆଶୁ ଆରୋଗ୍ୟ କାମନା କରି ତ୍ରିସା ମ୍ୟୁଜିକ ପକ୍ଷରୁ ଚନ୍ଦନେଶ୍ୱର ରେ ପ୍ରଦୀପ ପ୍ରଜ୍ଜ୍ୱଳନ ।

Bhograi, Balasore | Sep 9, 2025
ସୁନାମଧନ୍ୟ ସଂଗୀତନିର୍ଦେଶକ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ଚନ୍ଦନେଶ୍ୱର ମନ୍ଦରରେ ପ୍ରଦୀପ ପ୍ରଜ୍ବଳନ । ଓଡ଼ିଶାର ସୁନାମଧନ୍ୟ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କର ଆଶୁ ଆରୋଗ୍ୟ କାମନା କରି ଓଡ଼ିଶାର ସୁନାମଧନ୍ୟ ତ୍ରିଶା ମ୍ୟୁଜିକାଲ ନାଇଟ ତରଫରୁ ଚନ୍ଦନେଶ୍ୱରଙ୍କର ମନ୍ଦିର ସମ୍ମୁଖରେ ସମବେତ କଳାକାର ମାନଙ୍କ ତରଫରୁ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।
Read More News
T & CPrivacy PolicyContact Us