Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ର ଏକ କାରଖାନାର କିଛି କିଛି କର୍ମଚାରୀ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ କଲେ ସାକ୍ଷାତ

Sambalpur M, Sambalpur | Sep 9, 2025
ଆଜି ଦିନ ପ୍ରାୟ 12.30 ସମୟରେ ହୀରାକୁଦ ର ଏକ କାରଖାନାର କିଛି କିଛି କର୍ମଚାରୀ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ହୀରାକୁଦ ସହର ରେ ଏବେ ରାସ୍ତାଘାଟ ସବୁ ସଚୋନୀୟ ହୋଇ ପଡିଛି l ଏହାକୁ ତୁରନ୍ତ ମରାମତି କରିବା ପାଈଁ ବିଧାୟକଙ୍କୁ ଦାବି କରିଥିଲେ l ଏହାସହ ହୀରାକୁଦ ରେ ଥିବା କମ୍ପାନୀ ଗୁଡିକରେ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ବିଧାୟକଙ୍କ ସହ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us